publish@evincepub.com   +91-9171810321
Previous
Previous Product Image

14 Gainful Cricket Stories – From a 90’s Indian Fan

225.00
Next

Sindoor Khela

240.00
Next Product Image

Chinha Mahaka

155.00

(2 customer reviews)

by Bines Kumar Samal

ISBN: 9789389774153

PRICE: 155/-

Pages: 104

Language: Odia

Category: FICTION / General

Delivery Time: 7-9 Days

Category: Tag:

Description

The Book “Chihna Mahaka” Contains 21 stories . It basically describes the diffrence between our old days and today. How much we gain with the flow of civilization and how much we lost. All the stories having a constant flavour of village lifestyle along with some nostalgic touch. Also contains the raw feeling of literature and a pure reflection of rural socio-cultural asspect of odia writings and Odisha. Which shines in its own way even after being separated from the shining world. “According to the book, literature shines more in the dusty courtyard”.

About the Author

Binesh Kumar Samal, born and brought up in Jajpur Odisha. Having a BE degree in Electronics from KIIT University Bhubaneswar and currently working as a Software Engineer in Kolkata. Always Passionated about writing from my Childhood as my family and the rural ambience were inspirational enough to give a proper velocity to my passion. Even though my current sorrounding is bit digitalized but that did not create any hindrance to my love towards literature and writing. Writing in Odia gives me an immense pleasure and i will hold this for ever. One thing i strongly belive is writing can change the world on its own way its on you how you want to see the world . ‘Extract the word the world will be open to you’ This is the supreme power of writing.

2 reviews for Chinha Mahaka

  1. Somi Dhar

    ଜୀବନରେ ଅନେକ ପରିବର୍ତ୍ତନ ହୋଇଛି ; କିନ୍ତୁ ଏମିତି କିଛି ସ୍ଥାନ , ବସ୍ତୁ , ଚିହ୍ନା ପରିଚୟ , କିଛି ଖାସ୍ ସମୟ ସେମିତି ରହି ଦେଖି ଚାଲିଛି ପୁରୁଷ ପୁରୁଷ ଧରି ବିବର୍ତ୍ତନ । ସେହି ପରିବର୍ତ୍ତନ ଧାରାରେ ମୁଁ , ତୁମେ ,ଆପଣମାନେ ବି ବଦଳି ଯାଇଛନ୍ତି । ଗ୍ରାମାନ୍ତରଣ , ରାଜ୍ୟାନ୍ତରଣ , ଦେଶାନ୍ତରଣ ଉତ୍ସବ ମଧ୍ୟ ଜୀବନରେ ଉପଭୋଗ କରି ସାରିବେଣି ।
    ହେଲେ କଥାରେ ଅଛି ପରା :- ‘ନୂଆ ନୂଆ ଭାରି ଆଦର ,
    ପୁରୁଣା ହୋଇଲେ ଘଷା ପଥର । ‘
    ଏ ଜୀବନ ବି ଟିକେ ପୁରୁଖା ଲାଗିଲେ ମନେ ପଡିଯାଏ ସେଇ ସ୍ଥାନ…. ଜନ୍ମଭୂମି …. ଗାଁ ମାଟି , ଗାଁ ର ସେହି ସ୍ମୃତି ଓ ଶୈଶବ । ଥରେ ସେ କଥା ମନରେ ବାନ୍ଧି ହୋଇଗଲେ ବଜାର କିଣା ଅତର ବି ମହକି ଉଠେ ବାଡି ପଟର ମଲ୍ଲି ଫୁଲର ସତେଜ ମହକ ପରି , ଖାଇବା ଟିଫିନ୍ ଖୋଲୁ ଖୋଲୁ ପବନ ବୋହି ଆଣେ ମା ହାତ ରନ୍ଧା ବ୍ୟଞ୍ଜନର ବାସ୍ନା , ବର୍ଷା ଛାଡ଼ୁ ଛାଡ଼ୁ କଙ୍କ୍ରିଟ୍ ରାସ୍ତାରେ ଛିଡ଼ା ହୋଇଥିବା କାର୍ ଚକ ତଳୁ ବି ବାସେ ଓଦା ମାଟିର ମହକ , ଭାରି ମନକୁ ହାଲକା କରିବାକୁ ଯାଇ ସଞ୍ଜରେ ସିଗାରେଟ୍ ରୁ ଉଠୁଥିବା ଭକ ଭକ ଧୂଆଁ ବି ଲାଗେ ଝୁଣା ନଡ଼ିଆ କତାର ଧୂପ ପରି ‌ ।
    ବାସ୍ ଏମିତି କିଛି ଅନ୍ତରଙ୍ଗ ମୂହୁର୍ତ୍ତ ଓ ହଜିଯାଇଥିବା ଆପଣାର ମହକକୁ ସାଉଁଟି ଆଣି ନବ ଲେଖକ ବିନେଶ କୁମାର ସାମଲ ଆମ ପାଇଁ ଭେଟି ଦେଇଛନ୍ତି ‘ ଚିହ୍ନା ମହକ ‘ ପୁସ୍ତକଟି ।
    ଯେଁଉଟି ୨୧ ପ୍ରକାର ମନଛୁଆଁ ଗଳ୍ପର ସାଥେ ବିତି ଯାଇଥିବା କାଲିର ମହକକୁ ଧରି ରଖିଛି । ଗଳ୍ପ ଗୁଡ଼ିକ ବେଶ୍ ସରଳ , ସୁବୋଧ ଏବଂ ଉପାଦେୟ । ପ୍ରଥମ ଗଳ୍ପରେ ସମାଜ କଟାକ୍ଷର ଭୟ ଓ ନିଜେ ପାଠୁଆ ହୋଇ ମଧ୍ୟ ଅସଫଳ ବୋଲି ମନେ କରୁଥିବା ଅବନୀ କୁ କିପରି ଏକ ନୂଆ ସଫଳ ଜୀବନ ମିଳିଛି ତାହା ବେଶ୍ ସ୍ବାଗତଯୋଗ୍ୟ । ଗ୍ରାମ୍ୟ ଜୀବନର ବିଭିନ୍ନ ପର୍ଯ୍ୟାୟରେ ଭେଟିଥିବା ମଣିଷ ଓ ସେ କାଳର ପରିବେଶର ସ୍ମତିଚାରଣ ସବୁକୁ ଗୁନ୍ଥି ଗୁନ୍ଥି ବଢିଲା ବେଳେ ‘କୃଷ୍ଣଙ୍କ ପାଲଟା ପ୍ରଶ୍ନ ‘, ‘ହସ୍ତିନାପୁର କାହାର ‘ ,’ମଶାଣି ଜଗୁଆଳି’ ,’ଲୁହର ସ୍ବାଦ ‘ , ‘ଜହ୍ନ ଯେବେ ମାମୁଁ ଥିଲା ‘ ଇତ୍ୟାଦି ଇତ୍ୟାଦି ସାହିତ୍ୟର ଏକ ନୂତନ ଯୁଗର ଆଗମନର ସୂଚନା ଦେଉଛି । ‘ଏକ ବିଂଶ ଶତାବ୍ଦୀରେ ଦୂରତାର ସଂଜ୍ଞା ‘ରେ ମନ ବୁଝେଇବାକୁ ଯାଇ ଏକ ମିଛି ମିଛିକା ଖୁସିର ମୁଖା ପିନ୍ଧୁଛେ ତାହାକୁ ଅତି ପ୍ରାଞ୍ଜଳ ଭାବରେ ବର୍ଣ୍ଣନା କରାଯାଇଛି ।
    ତତ୍ ସହିତ ଏହାକୁ ପଢିଲା ପରେ ସ୍ମୃତିର ତରଙ୍ଗରେ ଭାସି ଉଠୁଛି ପଲ୍ଲୀ ଭୂଇଁର ବହୁ କୁଟୁମ୍ବୀ ମଣିଷ , ଶୁଭ୍ର ନିଶିଥିର କଳେବର , ଜ୍ୟୋସ୍ନା ଭିଜା ରାତିରେ ନଈର ସେ ସରଳପଣ (ହଁ ଏବେ ନଈ ବହୁତ ସରଳ ହୋଇଯାଇଛି , ଅପେକ୍ଷା କରିଛି କେବେ ହଳଦୀ ମଖା ହେବ ) , କେବେ କେବେ କୂଳର ନନ୍ଦ ଉପରେ ବସି ସେ ଅକ୍ଷୟ ଅତୀତ ସହ ଆଳାପ କରିବାକୁ ମନର ବ୍ୟାକୁଳତା , ଶେଷରେ ପହିଲି ଇତିହାସର ପହିଲି ପର୍ବ ତଥା ନିବିଡ଼ ଅତୀତ ସାମ୍ରାଜ୍ୟର ସମ୍ରାଟ “ଗାଁ ” ।
    ନୂତନ ଧାରାରେ ଏହି ଗଳ୍ପ ସଂକଳନଟିକୁ ପଢିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରିବା ସହ ଏହାର ଲେଖକ ବିନେଶ କୁମାର ସାମଲଙ୍କୁ ଧନ୍ୟବାଦ ତଥା କୃତଜ୍ଞତା ଜ୍ଞାପନ କରୁଛି 🙏 ।
    ପରିଶେଷରେ ପାଠକ ମହୋଦୟ / ମହୋଦୟା ମାନଙ୍କୁ ଏତିକି କହିବି ଯେ ଅନୂନୟ କରି ଏହି ଗଳ୍ପ ସଂକଳନଟିକୁ ପଢନ୍ତୁ ଏବଂ ଆଜିର ସାମ୍ନାରେ ମୁହଁ ଲୁଚାଇଥିବା ବିଗତ କାଲି କୁ ପୁଣିଥରେ ଭରପୁର ଉପଭୋଗ କରନ୍ତୁ ।

  2. Somi Dhar

Only logged in customers who have purchased this product may leave a review.

Shopping cart

0
image/svg+xml

No products in the cart.

Continue Shopping
Call Now Button